ଭୁବନେଶ୍ବର 5 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସତ୍ୟନଗରରୁ ଜଣେ 36 ବର୍ଷର ଯୁବକ, ନିକଟରେ ଦିଲ୍ଲୀରୁ ଫେରିଥିଲେ, ଜୟଦେବ ବିହାର ନିରଙ୍କରୀ ନଗରର 22 ବର୍ଷୀୟ ଯୁବକ ନିକଟରେ ଦିଲ୍ଲୀରୁ ଫେରିଥିଲେ, ପଟିଆ ଶ୍ରୀବିହାରର 25 ବର୍ଷୀୟ ଯୁବତୀ, ପୂର୍ବରୁ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ, ଡୁମୁଡୁମା ହାଉସିଂବୋର୍ଡ କଲୋନୀର 37 ବର୍ଷୀୟ ଯୁବକ, ପୂର୍ବରୁ ଆକ୍ରାନ୍ତଙ୍କ ସ୍ଂସ୍ପର୍ଶରେ ଆସିଥିଲେ, ଭୁବନେଶ୍ବର ଏମ୍ସର 24 ବର୍ଷୀୟ କର୍ମଚାରୀ – ସୂଚନା ଦେଲେ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ I ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 132କୁ ବୃଦ୍ଧି ପାଇଥିବା ବେଳେ ଏପର୍ଯ଼୍ୟନ୍ତ 74 ଜଣ ସୁସ୍ଥ ହୋଇଛନ୍ତି I ତିନିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ 54ଟି ଆକ୍ଟିଭ କେସ୍ ରହିଛି I

LEAVE A REPLY

Please enter your comment!
Please enter your name here