ଭୁବନେଶ୍ୱରରେ ଆଉ ୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୮ରୁ ୨୬ କ୍ୱାରେଣ୍ଟିନ୍ , ୧୨ ଲୋକାଲ କେସ୍ ରହିଛି । କଳିଙ୍ଗ ନଗର, ପୋଖରୀପୁଟ , ଭୀମଟାଙ୍ଗିରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବିଡିଏ କଲୋନୀରୁ ୨,ନୀଳାଦ୍ରୀବିହାରରୁ ୩ ଏବଂ ଗଙ୍ଗନଗରରୁ ୩ କରୋନା ପଜିଟିଭ୍ ଚିହ୍ନଟ । ସେହିପରି ନୟାପଲ୍ଲୀରୁ ଗୋଟିଏ ଲୋକାଲ୍ କେସ୍ ଚିହ୍ନଟ । ଆଜିର ୩୮ କୁ ମିଶାଇ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ କୁ ବୃଦ୍ଧି ।

LEAVE A REPLY

Please enter your comment!
Please enter your name here