ରାଜ୍ୟରେ ଦିନକୁ ଦିନ ବଢୁଛି ତାପମାତ୍ରା । ହଠାତ ଶୀତ ଉଭେଇ ଯାଇଛି । କିଛିଦିନ ତଳେ ହାଡଭଙ୍ଗା ଶୀତ ପଡୁଥିବାବେଳେ ଏବେ ଆଉ ସେଭଳି ଶୀତ ଅନୁଭୁତ ହେଉନାହିଁ । ଗତକାଲି ରାଜ୍ୟରେ ଅଧିକାଂଶ ସହରରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ଉପରେ ରହିଥିଲା । ସେହିପରି ସର୍ବାଧିକ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା । ଫଳରେ ଶୀତ ଆଉ ପରିଲିକ୍ଷିତ ହେଉନାହିଁ ।

LEAVE A REPLY

Please enter your comment!
Please enter your name here