ଏମାର ମଠରୁ ପୁଣି ମିଳିଛି ରୁପା ଇଟା । ଏମାର ମଠର ୪ ନମ୍ବର କୋଠରୀରୁ ରୁପା ଇଟା ମିଳିଛି । ୪୫ ଖଣ୍ଡ ରୁପା ଇଟା ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ପ୍ରଥମେ ୮ ଖଣ୍ଡ ଓ ପରେ ୩୭ ଖଣ୍ଡ ରୁପା ଇଟା ମିଳିଥିବା ସୂଚନା ମିଳିଛି । ୨୦୧୦ରେ ୪୭ ଖଣ୍ଡ ରୁପା ଇଟା ମହନ୍ତଙ୍କ ଦାୟିତ୍ୱରେ ଥିଲା । ୨୦୧୧ ମସିହାରେ ୫୨୨ଖଣ୍ଡ ରୁପା ଇଟା ଏହି ମଠରୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here