ଭାରତୀୟ ଆଥଲେଟ୍ ସ୍ୱପ୍ନା ବର୍ମନ ବୁଧବାର ହେପ୍ଟାଥଲାନରେ ସ୍ୱର୍ଣ୍ଣ ଜିତିଛନ୍ତି ।  ଏସିଆଡ୍ ଗେମ୍ସ 2018 ରେ ପ୍ରଥମ ଥର ପାଇଁ ଏହି ବିଭାଗରେ ଭାରତ ସ୍ୱର୍ଣ୍ଣ ଜିତିଛି ।

ସ୍ୱପ୍ନା 6026 ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଚିନ୍  5954 ସ୍କୋର କରି ରୋପ୍ୟ ହାସଲ କରିଥିଲା ଏବଂ ଜାପାନ 5873 ସ୍କୋର ସହ ବ୍ରୋଞ୍ଚ ପଦକ ହାସଲ କରିଥିଲା ।

 

 

LEAVE A REPLY

Please enter your comment!
Please enter your name here