ଓପେପା ଆକାଉଣ୍ଟ ଅଫିସର ନଳିନୀ ପୃଷ୍ଟି ଭିଜିଲାନ୍ସ ଦ୍ୱାରା ଗିରଫ । ନଳିନୀଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଏହି ରେଡ କରାଯାଇଛି । ଭୁବନେଶ୍ୱର ଶୈଳଶ୍ରୀ ବିହାର ଏବଂ ଜୟଦେବ ବିହାର ସ୍ଥିତ ବାସଭବନ, ପୁରୀ, ଛତ୍ରପୁର ଓ କେନ୍ଦ୍ରାପଡାରେ ଥିବା ବାସଭବନରେ ଏକକାଳୀନ ଚଢାଉ ହୋଇଛି । 1996 ମସିହା ଜାନୁୟାରୀ 30ରେ ଓପେପା ପଞ୍ଜୀକୃତ ସୋସାଇଟି ଭାବେ କାର୍ଯ୍ୟ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here