କଡ ଲେଉଟାଇଲାଣି କି କରୋନା । ଦୀର୍ଘଦିନ ପରେ ପୁଣି ଥରେ ରେଡ୍ ଜୋନକୁ ଫେରିଛି ଖୋର୍ଦ୍ଧା ଜିଲ୍ଲା । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୩୨୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଆକ୍ଟିଭ୍ କେସ ରହିଛି ୨୫୩୨୫କୁ ବୃଦ୍ଧି ପାଇଛି । ସେହିପରି ଭୁବନେଶ୍ୱର ମ୍ୟୁନିସପାଲିଟି ଅଞ୍ଚଳରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖା ବଢୁଛି । ବର୍ତ୍ତମାନ କେବଳ ରାଜଧାନୀରେ ୩୬୩୬ ସକ୍ରିୟ ମାମଲା ରହିଛି । ତେବେ ରାଜ୍ୟର ଅନ୍ୟ ସବୁ ଜିଲ୍ଲା ଏବେ ଗ୍ରୀନ ଜୋନରେ ଅଛି । ସଙ୍କ୍ରମଣ ବଢୁଥିବାରୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

LEAVE A REPLY

Please enter your comment!
Please enter your name here