ରବିବାର ପବିତ୍ର ଜନ୍ମାଷ୍ଟମୀ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ସର୍ବତ୍ର ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଘରେ ଘରେ ନନ୍ଦଲାଲାଙ୍କ ପୂଜା ପାଇଁ ଲାଗିପଡିଛନ୍ତି ଭକ୍ତ । ପୁରୀ ଶ୍ରୀମନ୍ଦିରରେ ହରି ଜନ୍ମାଷ୍ଟମୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏହି ଦିନ ଶ୍ରୀଜଗନ୍ନାଥଙ୍କର ସଂନ୍ଧ୍ୟା ଧୂପ ପରେ ଆଜ୍ଞାମାଳ ଆସିବା ପରେ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ ।  ସହରର ମଠମାନଙ୍କରେ ଭଜନ କୀର୍ତନ କରାଯାଇ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବ୍ରତ କରିଥାନ୍ତି ଭକ୍ତ ।

LEAVE A REPLY

Please enter your comment!
Please enter your name here