ଦେଶରେ ପୁଣି ବ୍ୟାନ୍ ହେଲା ୫୪ଟି ଚାଇନିଜ୍ ଆପ୍ । ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ଏହି ୫୪ଟି ଚାଇନିଜ୍ ଆପ୍‌କୁ ବ୍ୟାନ୍ କରିଛନ୍ତି । ବ୍ୟାନ ହୋଇଥିବା ଆପ୍ ମଧ୍ୟରେ ରହିଛି, ସୁଇଟ୍ ସେଲ୍ଫି ଏଚଡି, ବିଉଟି କ୍ୟାମେର,ସେଲ୍ଫି କ୍ୟାମେରା ଆପ୍ ବ୍ୟାନ୍ । ଆପଲକ, ଇକ୍ୟୁଲାଇଜର ଓ ବାସ୍ ବୁଷ୍ଟର ଆପ୍ ବ୍ୟାନ୍ । ଡୁଆଲ ସ୍ପେସ୍ ଲାଇଟ୍‌, କ୍ୟାମ୍ କାର୍ଡ , ଭାଇଭା ଭିଡିଓ ଏଡିଟର ବ୍ୟାନ୍ । ଏହି ଆପ୍ ଗୁଡିକ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି ଦର୍ଶାଇ କେନ୍ଦ୍ର ସରକାର ଏହି ୫୪ଟି ଆପ୍ କୁ ବ୍ୟାନ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here