Home Big Story କୋଲକାତାରେ ଭୁଶୁଡିଲା ପୋଲ : ଜଣେ ମୃତ, ୬ ଆହତ Big StoryTrending NewsUncategorized କୋଲକାତାରେ ଭୁଶୁଡିଲା ପୋଲ : ଜଣେ ମୃତ, ୬ ଆହତ By Takshak Bureau - September 4, 2018 297 0 Facebook Twitter Google+ Pinterest WhatsApp ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ କୋଲକାତାରେ ୪୦ ବର୍ଷ ତଳର ଏକ ଫ୍ଲାଏ ଓଭର ଭୁଷୁଡି ପଡ଼ିଥିଲା । କୋଲକାତାର ମାଝେରହାଟ ଅଞ୍ଚଳରେ ଥିବା ଫ୍ଲାଏ ଓଭର ଭୁଶୁଡି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଫ୍ଲାଏ ଓଭର ତଳେ ୨୦ରୁ ଅଧିକ ଲୋକ, ବସ୍, କାର ଏବଂ ଦୁଇ ଚକିଆ ଯାନ ଫସି ରହିଛି । ଏନଡିଆରଏଫ୍ ଟିମ୍, ପୋଲିସ, ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫ୍ଲାଏଓଭର ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କୋଲକାତାରେ ଏପରି ପୋଲ ଭୁଷୁଡିବାରେ ଏହା ହେଉଛି ତୃତୀୟ ଘଟଣା । ୨୦୧୬ରେ ମଧ୍ୟ କୋଲକାତାରେ ଏପରି ପୋଲ ଭୁଷୁଡି ପଡିଥିଲା । ନିର୍ମାଣଧୀନ ଏକ ପୋଲ ଭୁଷୁଡି ପଡିବା ଯୋଗୁଁ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଶହେରୁ ଅଧିକ ଲୋକ ଆହତ ହୋଇଥିଲେ । RELATED ARTICLESMORE FROM AUTHOR Big Story ବୈବାହିକ ଦୁଷ୍କର୍ମକୁ ଅପରାଧ କହିବା ଠିକ୍ ନୁହେଁ Health ସମ୍ମମରେ ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳିତ Odisha ସୋଆକୁ ମିଳିଲା ଇନ୍ଟରନ୍ୟାସ୍ନାଲ ହାୟର ଏଜୁକେସନ୍ ଏକ୍ସିଲେନ୍ସ ପୁରସ୍କାର LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର Takshak Bureau - September 23, 2024 0 ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର... ତକ୍ଷକ ଟିଭି ପକ୍ଷରୁ ‘ଜଗନ୍ନାଥ ହୋ ..’ ଗ୍ରାଣ୍ଡ ଫିନାଲେ : ଶ୍ରୀଜଗନ୍ନାଥଙ୍କ ଭଜନ ଗାଇ ଭକ୍ତି ନୈବେଦ୍ୟ... Takshak Bureau - July 21, 2024 0 ଭୁବନେଶ୍ବର : ତିନି ପାଦ ଭୂମି ମୋ ଠୁ ମାଗି ନେ, ଏତେ ପୂଣ୍ୟ ମୋର କାହିଁ ହେ ଠାକୁର, ତୁ ପାଦଟିଏ, ମୁଁ ପାଦର ଧୂଳି ..ଏମିତି ଅନେକ ଶ୍ରୀଜଗନ୍ନାଥଙ୍କ ଭଜନରେ... ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍ Takshak Bureau - May 14, 2024 0 ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...