Home Big Story କୋଲକାତାରେ ଭୁଶୁଡିଲା ପୋଲ : ଜଣେ ମୃତ, ୬ ଆହତ Big StoryTrending NewsUncategorized କୋଲକାତାରେ ଭୁଶୁଡିଲା ପୋଲ : ଜଣେ ମୃତ, ୬ ଆହତ By Takshak Bureau - September 4, 2018 462 0 Facebook Twitter Google+ Pinterest WhatsApp ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ କୋଲକାତାରେ ୪୦ ବର୍ଷ ତଳର ଏକ ଫ୍ଲାଏ ଓଭର ଭୁଷୁଡି ପଡ଼ିଥିଲା । କୋଲକାତାର ମାଝେରହାଟ ଅଞ୍ଚଳରେ ଥିବା ଫ୍ଲାଏ ଓଭର ଭୁଶୁଡି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଫ୍ଲାଏ ଓଭର ତଳେ ୨୦ରୁ ଅଧିକ ଲୋକ, ବସ୍, କାର ଏବଂ ଦୁଇ ଚକିଆ ଯାନ ଫସି ରହିଛି । ଏନଡିଆରଏଫ୍ ଟିମ୍, ପୋଲିସ, ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫ୍ଲାଏଓଭର ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କୋଲକାତାରେ ଏପରି ପୋଲ ଭୁଷୁଡିବାରେ ଏହା ହେଉଛି ତୃତୀୟ ଘଟଣା । ୨୦୧୬ରେ ମଧ୍ୟ କୋଲକାତାରେ ଏପରି ପୋଲ ଭୁଷୁଡି ପଡିଥିଲା । ନିର୍ମାଣଧୀନ ଏକ ପୋଲ ଭୁଷୁଡି ପଡିବା ଯୋଗୁଁ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଶହେରୁ ଅଧିକ ଲୋକ ଆହତ ହୋଇଥିଲେ । RELATED ARTICLESMORE FROM AUTHOR News ଲାଞ୍ଚ ନେଇ ଧରାପଡ଼ିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସୀତାକାନ୍ତ ରଣା National ନିଟ୍ ପେପର ଲିକ୍ ମାମଲା: ତ୍ୱରିତ ଶୁଣାଣିକୁ ସୁପ୍ରିମକୋର୍ଟର ନା Big Story ଆତଙ୍କବାଦୀ ଆକ୍ରମଣରେ କନଷ୍ଟେବଳ ସହିଦ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ Takshak Bureau - July 22, 2026 0 ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା... cw-check-https://test.com/ Takshak Bureau - July 21, 2026 0 cw-check https://test.com Coronavirus disease 2019 Takshak Bureau - July 21, 2026 0 COVID-19 is a contagious disease caused by the coronavirus SARS-CoV-2. In January 2020, the disease spread worldwide, resulting in the COVID-19 pandemic. The symptoms of...