ପୁରୀରେ ପୁଣି ଗୁଳିକାଣ୍ଡ l ଗୁଳିକାଣ୍ଡରେ ତଳୁଛ ସାହିର ଶିବରାମ ପାତ୍ରଙ୍କ ମୃତ୍ୟୁ ହୋଇଛି l କାକୁଡି ଖାଇ ନିକଟରେ ଦୁର୍ବୃତ୍ତମାନେ ଆସି ଗୁଳି କରି ଫେରାର ହୋଇଯାଇଛନ୍ତି l ଶ୍ରୀମନ୍ଦିର ନିକଟରେ ଗୁଳିକାଣ୍ଡ ଭକ୍ତ ତଥା ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି I

LEAVE A REPLY

Please enter your comment!
Please enter your name here