ପୁଣି ସମୁଦ୍ର ଲହଡିରେ ଭାସିଗଲେ ଯୁବକ । ପୁରୀ ବଙ୍ଗଲକ୍ଷ୍ମୀ ହୋଟେଲ ସମ୍ମୁଖରେ ଗାଧୋଇଥିବାବେଳେ ଭାସିଯାଇଛନ୍ତି ଯୁବକ । ଯୁବକଙ୍କୁ ଉଦ୍ଧାର ପାଇଁ ଲାଗିଛନ୍ତି ଲାଇଫ ଗାର୍ଡ । ପୁରୀ ବୁଲିବାକୁ ଆସିଥିଲେ ପଶ୍ଚିମବଙ୍ଗର ଉଜ୍ଜଳ ଦାସ । ପୁରୀ ସମୁଦ୍ର ରେ ଉଚ୍ଚ ଜୁଆର ଯୋଗୁ ଅନେକ ପର‌୍ୟ୍ୟଟକଙ୍କ ର ଅକାଳ ରେ ଜୀବନ ଯାଉଚି । ବେଳାଭୂମି ରେ ଗାଧୋଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା ସତ୍ତ୍ୱେ କିଛି ପର‌୍ୟ୍ୟଟକ ଏହା ମାନୁ ନ ଥିବା ନଜିର ରହିଛି ।

LEAVE A REPLY

Please enter your comment!
Please enter your name here