ବିଜେପି ଘୋଷଣା କରିଛି ନୂଆ ବିରୋଧୀ ଦଳ ନେତା । ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ରଙ୍କ ନା ଘୋଷଣା ହୋଇଛି । ରାଜ୍ୟ ବିଜେପି ତରଫରୁ ପ୍ରେସମିଟ୍ କରାଯାଇ ଜୟନାରାୟଣ ନାଁ ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ । ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ହେଉଛନ୍ତି ଜୟନାରାୟଣ ମିଶ୍ର ।
ଯେହେତୁ ପ୍ରଦୀପ ନାଏକ ଅନେକ ଦିନ ଧରି ଅସୁସ୍ଥ ଅଛନ୍ତି ଏବଂ ରାଜ୍ୟ ବିଜେପି ତରଫରୁ ଦାବି ମଧ୍ୟ ହୋଇଥିଲା କି ବିରୋଧୀ ଦଳର ନୂଆ ମୁଖ୍ୟନେତା ଭାବେ ଆଉ ଜଣଙ୍କୁ ବାଛିବା ପାଇଁ । ଆଜି ପ୍ରଦୀପ ନାଏକଙ୍କ ସ୍ଥାନ ନେଇଛନ୍ତି ଜୟନାରାୟଣ ।

LEAVE A REPLY

Please enter your comment!
Please enter your name here