ଶ୍ରଦ୍ଧା ହତ୍ୟା ମାମଲାର ଭିଡିଓ କନଫରେନ୍ସିଂରେ ହାଜର ହେବ ଜଲ୍ଲାଦ ପ୍ରେମିକ ଅଫତାବ । ପ୍ରେମିକକୁ କଡା ଦଣ୍ଡ ଦେବାକୁ ଆଇନଜୀବୀଙ୍କ ଦାବି ରହିଛି । ସାକେତ କୋର୍ଟରେ ଅଫତାବ ବିରୋଧରେ ସ୍ଲୋଗାନ । ଫାଶୀ ଦଣ୍ଡ ଦେବାକୁ ଦାବୀ କଲେ ଆଇନଜୀବୀ । ଆଜି ସରୁଛି ଅଫତାବର ରିମାଣ୍ଡ । ପୁଣି ରିମାଣ୍ଡରେ ନେଇ ତଥ୍ୟ ଓଗାଳିବ ପାଇଁ ଚେଷ୍ଟା କରିବ ପୋଲିସ । ଅନ୍ୟପଟେ ଜଲ୍ଲାଦ ପ୍ରେମିକର ହେବ ନାର୍କୋ ଟେଷ୍ଟ । ଆଜି ସାକେତ କୋର୍ଟ ଆହୁରି ୫ ଦିନ ପାଇଁ ଦେଲେ ରିମାଣ୍ଡ । ପୁଣି ୫ ଦିନିଆ ରିମାଣ୍ଡରେ ନେବ ପୋଲିସ ।

LEAVE A REPLY

Please enter your comment!
Please enter your name here