ଓପନର ଇଶାନ କିଶନଙ୍କ ବିସ୍ଫୋରକ ଦ୍ୱିଶତକ । ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଇଶାନଙ୍କ ବିସ୍ଫୋରକ ଦ୍ୱିଶତକ । । ୧୨୬ଟି ବଲରୁ ୨୩ ଚୌକା ଓ ୯ ଛକା ଜରିଆରେ ଦ୍ୱିଶତକ । ଦିନିକିଆରେ ଦ୍ରୁତତମ ଦ୍ୱିଶତକର ରେକର୍ଡ କଲେ ଇଶାନ କିଶନ । ସଚିନ, ସେହ୍ୱାଗ, ରୋହିତଙ୍କ ପରେ ଚତୁର୍ଥ ଭାରତୀୟ ଭାବେ ଦ୍ୱିଶତକ । ୨୧୦ ରନ୍ କରି ୱିକେଟ ହରାଇଲେ ଇଶାନ କିଶନ । ୧୩୧ ଟି ବଲରୁ ୨୪ ଚୌକା ଓ ୧୦ ଛକା ଜରିଆରେ ୨୧୦ ରନ୍ ।
ସେହିପରି ଚିଟ୍ଟାଗଙ୍ଗରେ ବିରାଟ କୋହଲିଙ୍କ ଚମତ୍କାର ଶତକ । ୮୫ଟି ବଲରେ ଶତକ ପୂରଣ କଲେ କୋହଲି । ୨୦୧୯ ଅଗଷ୍ଟ ପରେ ଦିନିକିଆରେ ତିନିଅଙ୍କ ଛୁଇଁଲେ କୋହଲି ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ

LEAVE A REPLY

Please enter your comment!
Please enter your name here