Home Entertainment ପାରମ୍ପରିକ ଲୁକ୍ ରେ ଅନୁଷ୍କା Entertainment ପାରମ୍ପରିକ ଲୁକ୍ ରେ ଅନୁଷ୍କା By Takshak Bureau - September 20, 2018 290 0 Facebook Twitter Google+ Pinterest WhatsApp ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ନିଜର ଫିଲ୍ମ ‘ସୁଇଧାଗା’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି. ବୁଧବାର ଅନୁଷ୍ଠିତ ହୋଇଥିବା 34 ତମ ପ୍ରିୟଦର୍ଶିନୀ ଏକାଡେମୀ ଗ୍ଲୋବାଲ୍ ଆୱାର୍ଡ ଉତ୍ସବରେ ଅନୁଷ୍କା ନଜର ଆସିଥିଲେ. ତେବେ ବନାରସୀ ଶାଢିରେ ବେଶ୍ ସୁନ୍ଦର ଲାଗୁଥିଲେ ଅନୁଷ୍କା. ଯଦିଓ ଅନୁଷ୍କାଙ୍କୁ ପୂର୍ବରୁ ବହୁତଥର ଶାଢିରେ ଦେଖିବାକୁ ମିଳିଛି ହେଲେ ଏହି ଆୱାର୍ଡ ଉତ୍ସବରେ ତାଙ୍କର ଅନ୍ଦାଜ ଟିକେ ଅଲଗା ପ୍ରକାରର ଥିଲା. ଏହି ସୋ’ ରେ ଅନୁଷ୍କା ଗୋଲ୍ଡେନ କଲର ବନାରସୀ ଶାଢି ପିନ୍ଧିଥିଲେ. ଯାହାଦ୍ୱାରା ସମସ୍ତଙ୍କ ନଜର ତାଙ୍କ ଉପରେ ଅଟକିଥିଲା. ଅନୁଷ୍କାଙ୍କ ଏହି ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି. ତେବେ ଏହି ଶାଢିକୁ କୌଣସି ସ୍ପେଶାଲ ଡିଜାଇନର ନୁହେଁ ବରଂ ଲୋକାଲ କାରିଗର ତିଆରି କରିଥିବା ଜଣାପଡିଛି. RELATED ARTICLESMORE FROM AUTHOR Entertainment ତକ୍ଷକ ଟିଭି ପକ୍ଷରୁ ‘ଜଗନ୍ନାଥ ହୋ ..’ ଗ୍ରାଣ୍ଡ ଫିନାଲେ : ଶ୍ରୀଜଗନ୍ନାଥଙ୍କ ଭଜନ ଗାଇ ଭକ୍ତି ନୈବେଦ୍ୟ ଅର୍ପଣ କଲେ କୁନି ଓ କିଶୋର ପ୍ରତିଯୋଗୀ Entertainment ସତ୍ୟବ୍ରତଙ୍କୁ ଜାତୀୟ ଶ୍ରେଷ୍ଠ କଣ୍ଠଶିଳ୍ପୀ ସମ୍ମାନ -୨୦୨୪ Big Story ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ..’ 2024 LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ତକ୍ଷକ ଟିଭି ପକ୍ଷରୁ ‘ଜଗନ୍ନାଥ ହୋ ..’ ଗ୍ରାଣ୍ଡ ଫିନାଲେ : ଶ୍ରୀଜଗନ୍ନାଥଙ୍କ ଭଜନ ଗାଇ ଭକ୍ତି ନୈବେଦ୍ୟ... Takshak Bureau - July 21, 2024 0 ଭୁବନେଶ୍ବର : ତିନି ପାଦ ଭୂମି ମୋ ଠୁ ମାଗି ନେ, ଏତେ ପୂଣ୍ୟ ମୋର କାହିଁ ହେ ଠାକୁର, ତୁ ପାଦଟିଏ, ମୁଁ ପାଦର ଧୂଳି ..ଏମିତି ଅନେକ ଶ୍ରୀଜଗନ୍ନାଥଙ୍କ ଭଜନରେ... ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍ Takshak Bureau - May 14, 2024 0 ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ... ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ Takshak Bureau - April 20, 2024 0 ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...