ଟିଭିଏସ ମୋଟର କମ୍ପାନୀ ଭାରତରେ ନିଜର ନୂଆ Jupiter Grande ସ୍ପେଶାଲ ଏଡିଶନ ସ୍କୁଟର ଲଞ୍ଚ୍ କରିଛି. ଟପ୍ ସ୍ପେସିଫିକେସନ ଥିବା ଏହି ଗାଡି ଦୁଇଟି ନୂଆ ଭର୍ସନ ଡ୍ରମ୍ ଏବଂ ଡିସ୍କରେ ଉପଲବ୍ଧ ହେଉଛି. ତେବେ ଏହାର ମୂଲ୍ୟ ଯଥାକ୍ରମେ 55,936 ଓ 59,648 ଟଙ୍କା ରହିଛି. ଜୁପିଟର୍ ର ଏହି ଟପ୍ ସ୍ପେସିଫିକେସନରେ ବହୁତ ନୂଆ ଫିଚର୍ ଏବଂ ଅପଡେଟ୍ ମଧ୍ୟ ଦିଆଯାଇଛି ଯାହା ରେଗୁଲାର ଷ୍ଟାଣ୍ଡାର୍ଡରେ ଦିଆଯାଇଥିବା ଫିଚର୍ସ ଠାରୁ ଅଧିକ ଉନ୍ନତ ଧରଣର. ଏଥିରେ ଏଲଇଡି ହେଡଲାଇଟ୍ ଥିବା ସହ ଆଡଜଷ୍ଟେବଲ୍ ସକ୍ ମଧ୍ୟ ଦିଆଯାଇଛି. ସେମ୍ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ବେଜ୍ କଲର ଇଣ୍ଟେରିୟର ପାନେଲ୍ ଓ ଡିସ୍କ ଭାରିଆଣ୍ଟ ମଧ୍ୟ ଦିଆଯାଇଛି.

 

LEAVE A REPLY

Please enter your comment!
Please enter your name here