ବଲିଉଡ ଅଭିନେତ୍ରୀ ଦିଶା ପଟାନିଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଦିଶାଙ୍କ ଏହି ସେକ୍ସି ଫଟୋଟି ୫ ଘଣ୍ଟାରେ ୧୦ ଲକ୍ଷ ଲୋକ ଲାଇକ୍‌ କରିସାରିଲେଣି। ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ସେୟାର୍‌ କରିଥିବା ଦିଶାଙ୍କ ଏହି ଫଟୋ ନିଜ ଫିଟନେସ୍‌ର ପ୍ରମାଣ ଦେଇଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ କି ଦିଶା ନିଜର ବିକିନି ଫଟୋ ସୋସିଆଲ ମିଡିଆରେ ସେୟାର କରିବା ସେ ଏହା ପୂର୍ବରୁ ଏଭଳି ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଦିଶା ପଟାନି ଖୁବଶୀଘ୍ର ସିନେମା ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ସିନେମାର ସୁଟିଂ ନିକଟରେ ଶେଷ ହୋଇ ଯାଇଛି।

LEAVE A REPLY

Please enter your comment!
Please enter your name here