ବିଜୁ ଜନତା ଦଳର 21 ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସମାବେଶରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଅଟି ପ୍ରଶ୍ନ ପଚାରିଛନ୍ତି. ଜାତୀୟ ରାଜପଥ, ରେଳପଥ, ଇଣ୍ଟରନେଟ, ବ୍ୟାଙ୍କ ସୁବିଧା, ଫସଲ ବୀମା, କୋଇଲା ରୟାଲଟି ଓ ସ୍ବତନ୍ତ୍ର ପାହ୍ୟା ସଂପର୍କରେ 9ଟି ପ୍ରଶ୍ନ ପଚାରିବା ସହ ଓଡିଶାକୁ ଅର୍ଥନୈତିକ ସ୍ବାଧୀନତା ଦେବାକୁ ଦାବି କରିଛନ୍ତି.

LEAVE A REPLY

Please enter your comment!
Please enter your name here