ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ୫ଟି ଆମ୍ବୁଲାନ୍ସକୁ ଲୋକାର୍ପଣ କରାଯାଇଛି । ଏହାକୁ ଯୋଜନା ଦକ୍ଷତା ବିକାଶ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଉଷା ଦେବୀ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ୫ଟି ଆମ୍ବୁଲାନ୍ସ ବଲାଙ୍ଗିର, ଝାରସୁଗୁଡା ,ନୂଆପଡା ସମେତ ସମଗ୍ର ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟସେବା ଯୋଗାଇବ ।

LEAVE A REPLY

Please enter your comment!
Please enter your name here