ଭାରତର ଜଣେ ବଡ ନେତାଙ୍କୁ ହତ୍ୟା କରିବାକୁ ଟାର୍ଗେଟ କରିଥିଲା ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ । ଆତ୍ମଘାତୀ ଆକ୍ରମଣ କରି ନେତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରାଯାଇଥିଲା । ଏହି ଷଡଯନ୍ତ୍ରରେ ସାମିଲ ଥିବା ଜଣେ ଆତ୍ମଘାତୀ ଆତଙ୍କବାଦୀକୁ ଅଟକ ରଖିଛି ରୁଷିଆର ଏକ ସୁରକ୍ଷା ସଂସ୍ଥା । ରୁଷିଆର ନ୍ୟୁଜ୍ ଏଜେନ୍ସି ସ୍ପୁଟନିକ ତରଫରୁ ଏହି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here