ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ରାଜ୍ୟ ସରକାର ଆଉ ଦୁଇଦିନ ସବୁ ଅଙ୍ଗନବାଡି ଓ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି I ଆସନ୍ତା 19 ଓ 20 ତାରିଖ ଦୁଇଦିନ ସ୍କୁଲ ବନ୍ଦ ରହିବ I ପୂର୍ବରୁ ସରକାର ସ୍କୁଲକୁ ଅପ୍ରେଲ 16 ଯାଏଁ ଛୁଟି ରଖିଥିଲେ I ମାତ୍ର ଆଜି ପୁଣି ତାପମାତ୍ରା ଅସ୍ୱାଭାବିକ ଭାବେ ବଢିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି I

LEAVE A REPLY

Please enter your comment!
Please enter your name here