ଜୋର ଧରିଲାଣଇ ଝାରସୁଗୁଡା ଉପନିର୍ବାଚନ ତାତି । ମୈଦାନ ତୟାର, ୩ଦଳର ପ୍ରାର୍ଥି ବି ତୟାର । ଆଜି ଦ୍ୱିତୀୟ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରୀପାଠି । ସ୍ଥାନୀୟ ଝାଡେଶ୍ୱର ମନ୍ଦିରରେ ପୂଜାଚ୍ଚନା କରି କନକଦୂର୍ଗା ମନ୍ଦିରକୁ ଯାଇ ମାଙ୍କ ଆର୍ଶୀବାଦ ନେଇଥିଲେ । ଏହାପରେ ଶୋଭାଯାତ୍ରାରେ ବାହାରି ଟଙ୍କଧର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ରହିଥିଲେ ବିଜେପିର ହେବିୱେଟ ନେତା । ଉପ ନିର୍ବାଚନ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି । ପଶ୍ଚିମ ଓଡିଶାର ହେବିୱେଟ ନେତାମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି ନିର୍ବାଚନ ପରିଚାଳନା ପାଇଁ ।

LEAVE A REPLY

Please enter your comment!
Please enter your name here