ଆଲବମ ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତ । ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ଦେହାନ୍ତ । ଦୀପାଙ୍କ ପରଲୋକ ନେଇ ସ୍ୱାମୀ ମନୀନ୍ଦ୍ର ଦତ୍ତଙ୍କ ସୂଚନା । କ୍ୟାନସରରେ ପୀଡିତ ଥାଇ ଚିକିତ୍ସାଧୀନ ଥିଲେ ଦୀପା । ଶତାଧିକ ଆଲବମରେ ଅଭିନୟ କରି ଚର୍ଚ୍ଚିତ ଥିଲେ ଦୀପା

LEAVE A REPLY

Please enter your comment!
Please enter your name here