ନବୀନ ପଟ୍ଟନାୟକ-ଗୃହ ଓ ସାଧାରଣ ପ୍ରଶାସନ

ପ୍ରଫୁଲ୍ଲ ମଲ୍ଲିକ-ଖଣି, ଇସ୍ପାତ ଓ ପୂର୍ତ୍ତ, ଗୃହ ବିଭାଗର ସ୍ୱାଧୀନ ଦାୟିତ୍ୱ

ବିକ୍ରମ ଆରୁଖ- ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର

ନିରଞ୍ଜନ ପୂଜାରୀ- ଅର୍ଥ ଓ ଅବକାରୀ

ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ଖାଦ୍ୟ ଓ ଯୋଗାଣ, ସମବାୟ

ଅରୁଣ କୁମାର ସାହୁ-କୃଷି, ମସô୍ୟ, ପଶୁସମ୍ପଦ ଏବଂ ଉଚ୍ଚଶିକ୍ଷା

ଟୁକୁନି ସାହୁ- ମହିଳା ଓ ଶିଶୁ କଲ୍ୟାଣ

ପ୍ରତାପ ଜେନା- ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ

ସୁଦାମ ମାରାଣ୍ଡି- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା

ପଦ୍ମନାଭ ବେହେରା- ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନା

ସୁଶାନ୍ତ ସିଂ- ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ

ନବ କିଶୋର ଦାସ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ରାଷ୍ଟ୍ର ପାହ୍ୟାରେ କାହାକୁ କେଉଁ ଦାୟିତ୍ୱ

ପଦ୍ମିନୀ ଦିଆନ୍- ହସ୍ତ ଓ ବୟନ ଶିଳ୍ପ
ଅଶୋକ ପଣ୍ଡା- ବିଗ୍ୟାନ ଓ କାରିଗରୀ, ପବ୍ଲିକ୍ ଏଣ୍ଟର ପ୍ରାଇଜର୍ସ
ସମୀର ରଞ୍ଜନ ଦାଶ- ସ୍କୁଲ ଓ ଗଣଶିକ୍ଷା
ଦିବ୍ୟଶଙ୍କର ମିଶ୍ର- ଶକ୍ତି , ଶିଳ୍ପ
ଜ୍ୟୋତିପ୍ରକାଶ ପାଣିଗ୍ରାହୀ- ପର୍ଯ୍ୟଟନ, ଓଡିଆ ଭାଷା ଓ ସଂସ୍କୃତି

ପ୍ରେମାନନ୍ଦ ନାୟକ- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
ରଘୁନନ୍ଦନ ଦାସ- ଜଳ ସମ୍ପଦ ଏବଂ ସୂଚନା ଓ ଲୋକ ସମ୍ପର୍କ
ତୁଷାରକାନ୍ତି ବେହେରା- କ୍ରୀଡା ଓ ଯୁବସେବା
ଜଗନ୍ନାଥ ସାରକା- ଅନୁସୂଚିତ ଜାତି ଓ ଜନଜାତି ବିକାଶ

LEAVE A REPLY

Please enter your comment!
Please enter your name here