ଭୁବନେଶ୍ୱର ଗାନ୍ଧି ମାର୍ଗରେ ଏଏନଏମ କର୍ମୀଙ୍କୁ ଉଠାଇ ନେଲା ପୋଲିସ । ମାସାଧିକ କାଳ ହେଲା ଆନ୍ଦୋଳନ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଶେଷରେ ଉଠାଇ ନେଇଛି ପୋଲିସ । ଗତ ନଭେମ୍ବର ୨୮ରୁ ଆନ୍ଦୋଳନରେ ବସି ରହିଥିଲେ ସ୍ୱାସ୍ଥ୍ୟକର୍ମୀ । ଜୋର ଜବରଦସ୍ତ ଉଠାଇବାବେଳେ ଉଭୟ ଧସ୍ତାଧସ୍ତି ହୋଇଛନ୍ତି । ସ୍ଥାୟୀ ନିଯୁକ୍ତି ଦାବିରେ ରାତି ଦିନ ଗାନ୍ଧି ମାର୍ଗରେ ବସି ରହିଥିଲେ । କୋଭିଡ ସମୟରେ ବିଭିନ୍ନ ହସ୍ପିଟାଲରେ ଅସ୍ଥାୟୀ ନିଯୁକ୍ତି ପାଇଥିଲେ ।

LEAVE A REPLY

Please enter your comment!
Please enter your name here