ଓପିଏସସିର ଏଏସଓ ମେରିଟ୍ ଲିଷ୍ଟ ହାଇକୋର୍ଟରେ ଖାରଜ । ଦୁଇମାସ ଭିତରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ । 796 ଏଏସଓ ପଦବୀ ପାଇଁ ଗତ ଅଗଷ୍ଟ ମାସରେ ପରୀକ୍ଷା ହୋଇଥିଲା । ପ୍ରକାଶିତ ମେରିଟ ଲିଷ୍ଟରେ ଅନିୟମିତତା ଅଭିଯୋଗ ହୋଇଥିଲା । ଲିଖିତ ପରୀକ୍ଷାର ମୋଟ ନମ୍ବର ଆଧାରରେ ତାଲିକା ପ୍ରସ୍ତୁତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here