ଳୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନକୁ ସାରା ଦେଶ ଜାତୀୟ ଏକତା ଦିବସ ଭାବେ ପାଳନ କରିଛି. ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଏକତା ପାଇଁ ଦୌଡ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା. ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ରାଜନାଥ ସିଂ ପତାକା ଦେଖାଇ ଏକତା ଦୌଡର ଶୁଭାରମ୍ଭ କରିଥିବା ବେଳେ ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ. ଏକ ଭାରତ, ଅଖଣ୍ଡ ଭାରତ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି.

LEAVE A REPLY

Please enter your comment!
Please enter your name here