ଏକାଥରେ ୪ଟି ଛୁଆ ଜନ୍ମ ଦେଲେ ମହିଳା । ପୂର୍ଣ୍ଣ ବିକଶିତ ହୋଇନଥିବାରୁ ସମସ୍ତ ୪ ସନ୍ତାନଙ୍କର ମୃତ୍ୟୁ ହୋଇଛି । ସନ୍ତାନ ଜନ୍ମ ପରେ ଅସୁସ୍ଥ ମା ସୋନପୁର ହସ୍ପିଟାଲରେ ଭର୍ତ୍ତି । ସୋନପୁର ଝିଙ୍କି ଗାଁର ଉକ୍ତ ମହିଳା ପ୍ରଥମେ ଘରେ ୨ଟି ପିଲା ଜନ୍ମ ଦେଇଥିଲେ । ପୁର୍ବବାର ଯନ୍ତ୍ରଣା ହେବାରୁ ସୋନପୁର ମେଡିକାଲ ନିଆଯାଇଥିଲା । ସୋନପୁର ମେଡିକାଲରେ ଆଉ ୨ଟି ପିଲା ଜନ୍ମ ଦେଇଥିଲେ ମହିଳା ।

LEAVE A REPLY

Please enter your comment!
Please enter your name here