ଆଜି ପବିତ୍ର ବିଜୟା ଦଶମୀ ଅବସରରେ ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଶ୍ରୀମନ୍ଦିରରେ ଅବକାସ ନୀତି ପରେ ମହାପ୍ରଭୁଙ୍କ ସୁନା ବେଶ ହେବ । ନୂଆ ଲୁଗା ଓ ଜାମା ଲାଗି ପରେ କିରିଟି, ଚୂଳ, ଚନ୍ଦ୍ରିକା , ଚନ୍ଦ୍ରସୂର୍ଯ୍ୟ ହରିଡା ମାଳ ଆଦି ସ୍ୱର୍ଣ୍ଣ ଅଳଙ୍କାରରେ ଶ୍ରୀଜିଉଙ୍କୁ ଆଭୂଷିତ କରାଯିବ । ଶ୍ରୀ ଜୀଉଙ୍କ ଏହି ବେଶକୁ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଲାଗିରହିଛି।

LEAVE A REPLY

Please enter your comment!
Please enter your name here