ଏକ ଖୁସିର ବିଦାୟ ଆପଣାର ମଣିଷକୁ । ବାଜା ବାଜଣା ସହ ବିଦାୟ ନେଉଛନ୍ତି ଯବୁ ଏସପି ଜଗମୋହନ ମିନା । ଏ ହେଉଛନ୍ତି ସେଇ ଏସପି ଯିଏ ଅଞ୍ଚଳବାସୀଙ୍କ ପାଇଁ ଭଗବାନ । ମାଲକାନଗିରିରୁ ଅନୁଗୋଳକୁ ବଦଳି ହୋଇଛନ୍ତି ଏସ.ପି. ଜଗମୋହନ ମୀନା । ବିଦାୟ ସମ୍ବର୍ଦ୍ଧନା ସଭାରେ ମାଲକାନଗିରିର ସମସ୍ତ ପୋଲିସ ଅଧିକାରୀ ଏଥିରେ ଯୋଗ ଦେଇଥିଲେ ଏବଂ ଦୁଖ ପ୍ରକାଶ ମଧ୍ୟ କରିଥିଲେ । ସମ୍ବର୍ଦ୍ଧନା ସଭା ଠାରୁ ଏସ.ପି.ଙ୍କ ଗାଡି ଯାଏଁ ଏସ.ପି.ଙ୍କୁ କାନ୍ଧରେ କାନେ୍ଧଇ ନେଇଥିଲେ ମାଲକାନଗିରିବାସୀ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here