ଡିସେମ୍ବର ୩୧ ଯାଏ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର
ସାମାଜିକ , ଧାର୍ମିକ, ରାଜନୈତିକ ଆଦି ସମାବେଶରେ ଅଧିକ ଗହଳି ମନା
ହଲରେ ୫୦ ପ୍ରତିଶତ କ୍ଷମତାରେ ସର୍ବାଧିକ ଶହେ ଜଣଙ୍କୁ ନେଇ ବାଣିଜ୍ୟିକ ପ୍ରଦର୍ଶନୀ
ତୋଷାଳୀ, ଶିଶିର ସରସ ଆଦି ମେଳା ଏବର୍ଷ ବନ୍ଦ
ଡିସେମ୍ବର ୩୧ ଯାଏ ଦେଶ ବାହାରକୁ ବିମାନ ଯାତ୍ରା ମନା
କଣ୍ଟେନମେଣ୍ଟ ଜୋନରେ ଲକ୍ ଡାଉନ୍ ଜାରି କରାଯାଇପାରିବ
ସ୍ଥାନୀୟ ପ୍ରଶାସନ ସତର୍କତାର ସହ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିବେ
ଟେଷ୍ଟିଂ , ଟ୍ରେସିଂ ଏବଂ ଆଇସୋଲେସନ ଉପରେ ଗାଇଡଲାଇନରେ ଗୁରୁତ୍ୱ
ବାହାଘର ଉତ୍ସବରେ ସର୍ବାଧିକ ୨୦୦ ଲୋକ ଯୋଗ ଦେଇପାରିବେ
ଅନ୍ତେଷ୍ଟି କ୍ରୀୟାରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ମିଳିବ

LEAVE A REPLY

Please enter your comment!
Please enter your name here