ଯେଉଁମାନେ ଜାନୁଆରୀ ପହିଲାରୁ ଚୀନ ଯାତ୍ରା କରୁଥିବେ ସେମାନଙ୍କୁ ଯଦି ଜ୍ୱର,କାଶ ହୁଏ । ନିଶ୍ୱାସ ନେବାରେ କଷ୍ଟ ହେଉଥାଏ ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସରକାରୀ ମେଡିକାଲ କଲେଜ କିମ୍ବା କ୍ୟାପିଟାଲ ହସ୍ପିଟାଲରେ ଶିଘ୍ର ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବାକୁ ଅନୁରୋଧ କରାଯାଇଛି । କରୋନା ଭୂତାଣୁ ସଙ୍କ୍ରମଣ ଜନିତ କୌଣସି ସୁଚନା ପାଇଁ ରାଜ୍ୟ ଜନସ୍ୱାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ଅଧିକାରୀଙ୍କୁ ମଧ୍ୟ ଯୋଗାଯୋଗ କରିବା ପାଇଁ କୁହାଯାଇଛି । ଏବେ କରୋନାକୁ ନେଇକି ସାରା ବିଶ୍ୱରେ ଆତଙ୍କ । ଚୀନରେ ଏପର୍ଯ୍ୟନ୍ତ ୧୦୬ ଜଣଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here