ନିର୍ଭୟା ଦୁଷ୍କର୍ମୀ ଅକ୍ଷୟ ସିଂର କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ. ଏହା ପୂର୍ବରୁ ଅନ୍ୟ ଦୁଇ ଦୁଷ୍କର୍ମୀଙ୍କ କ୍ୟୁରେଟିଭ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିସାରିଛନ୍ତି. ଫେବୃଆରୀ ଏକ ତାରିଖରେ ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ ମୃତ୍ୟୁ ପରଓାନା ବାହାରି ସାରିଥିବା ବେଳେ ମୃତ୍ୟୁ ସମୟ ଗଡାଇବାକୁ ଅପରାଧୀଙ୍କ ଓକିଲମାନେ ପିଟିସନ ପରେ ପିଟିସନ ଦାୟର କରୁଛନ୍ତି. ଏହାପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅପରାଧୀଙ୍କ ରାଜକ୍ଷମା ଆବେଦନକୁ ଅଗ୍ରା୍ହ୍ୟ କରିଦେଇଥିଲେ.

LEAVE A REPLY

Please enter your comment!
Please enter your name here