ଗୁରୁମିତ୍ ରାମରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ । ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର ସିବିଆଇ କୋର୍ଟ । ରଣଜିତ୍ ସିଂହଙ୍କୁ ହତ୍ୟା ମାମଲାରେ ସିବିଆଇ ସ୍ପେସାଲ କୋର୍ଟ ଏହି କାରାଦଣ୍ଡାଦେଶ ଶୁଣାଇଛନ୍ତି । ରାମରହିମଙ୍କ ସହ ତାଙ୍କର ଆଉ ଚାରି ସହଯୋଗୀଙ୍କୁ ମଧ୍ୟ କାରାଦଣ୍ଡାଦେଶ ହୋଇଛି ।

LEAVE A REPLY

Please enter your comment!
Please enter your name here