ଘରୋଇ ଗ୍ୟାସ ସିଲିଣ୍ଡର ପିଚ୍ଛା 50 ଟଙ୍କା ଦରବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଫଳରେ ଓଡିଶାରେ ଗ୍ୟାସ ସିଲିଣ୍ଡର ପିଚ୍ଛା 1129 ଟଙ୍କାରେ ପହଞ୍ଚିଛି । ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଛି । ଗ୍ୟାସ ସିଲିଣ୍ଡର ରାସ୍ତାରେ ରଖି ପ୍ରତିବାଦ ଜଣାଇଛନ୍ତି । କେନ୍ଦ୍ର ସରକାର ଦରବୃଦ୍ଧି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ବିଜେଡି ଏହାକୁ ନିନ୍ଦା କରିଛି ।

LEAVE A REPLY

Please enter your comment!
Please enter your name here