ବନ୍ୟା ପାଇଁ ଘୁଞ୍ଚିଥିବା ଏଏସଓ ପରୀକ୍ଷା ୨୭ରେ ହେବ । ୨୧ରେ ହେବାକୁ ଥିବା ପରୀକ୍ଷା ୨୭ ତାରିଖରେ ହେବ । ଏନେଇ ଟୁଇଟ କରିଛନ୍ତି ଓପିଏସସି ଅଧ୍ୟକ୍ଷ । ୩ଟି ସିଟିଂରେ ପରୀକ୍ଷା କରାଯିବ । ପ୍ରଥମ ସିଟିଂ ୯ଟାରୁ ୧୦ ଟା ୩୦ ପର୍ଯ୍ୟନ୍ତ ଚାଲିବ । ଭିନ୍ନକ୍ଷମମାନଙ୍କୁ ଆଉ ଅଧଘଣ୍ଟା ଅଧିକ ସମୟ ଦିଆଯିବ । ଦ୍ୱିତୀୟ ସିଟିଂ ୧୧ଟା ୩୦ରୁ ୧ଟା ପର୍ଯ୍ୟନ୍ତ ଚାଲିବ । ତୃତୀୟ ସିଟିଂ ୨ଟା ୩୦ରୁ ୪ଟା ୩୦ ଯାଏଁ ଚାଲିବ ।

LEAVE A REPLY

Please enter your comment!
Please enter your name here