ପରାଗରେ ବିରିୟାନୀ ଖାଇଥିଲେ । ଗ୍ରହଣରେ ହାତାହାତି ହୋଇଛନ୍ତି ହେତୁବାଦୀ-ପରମ୍ପରାବାଦୀ । ବ୍ରହ୍ମପୁରରେ ଆଜି ପୁଣି ଖାଇବାର ବନ୍ଦୋବସ୍ତ କରିଥିଲେ ହେତୁବାଦୀ । କିନ୍ତୁ ଭୋଜନସ୍ଥଳୀରେ ଧସେଇ ପଶିଥିଲେ ପରମ୍ପରାବାଦୀ ଏବଂ ବଜରଙ୍ଗୀ ଦଳ । ହେତୁବାଦୀଙ୍କ ବ୍ୟାନର ଚିରି ଗୋବରମାଡ କରିଥିଲେ । ପରିସ୍ଥିତି ଅଣାୟତ ହେବାରୁ ଲାଠିମାଡ କରିଛି ପୋଲିସ ।
ସେହିପରି ଭୁବନେଶ୍ୱର ଲୋହିୟା ଏକାଡମୀ ନିକଟରେ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ-ପରମ୍ପରାବାଦୀ ।

LEAVE A REPLY

Please enter your comment!
Please enter your name here