ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଭିତରେ ମୁଖ୍ୟ ପ୍ରଶାସକ ଏକା ସାଙ୍ଗରେ ତିନୋଟି ଦାୟିତ୍ୱରେ ରହିବା ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଜଣେ ବ୍ୟକ୍ତି ପୂର୍ତ୍ତ ସଚିବ , ଓବିସିସି ଅଧ୍ୟକ୍ଷ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏହା ସଂଯୋଗ ନା ଯୋଜନା ପ୍ରସ୍ତୁତ ବୋଲି ସେ ପ୍ରଶ୍ନ କରିଛନ୍ତିି । ପ୍ରେସମିଟ ମାଧ୍ୟମରେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା । ରାଜ୍ୟ ସରକାର କିଭଳି ସୁପ୍ରିମକୋର୍ଟଙ୍କ ଅର୍ଡରକୁ ମାନୁନାହାଁନ୍ତି ସେ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି ସାଂସଦ ।

LEAVE A REPLY

Please enter your comment!
Please enter your name here