ଧାମନଗରରେ ଜମିଲାଣି ରାଜନେତାଙ୍କ ଭିଡ । କିଏ ହେବ କେଉଁ ଦଳର ପ୍ରାର୍ଥୀ ତାକୁ ନେଇ ଚାଲିଛି ଅଙ୍କକଷା । ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ ହୋଇଛନ୍ତି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପ୍ରାର୍ଥୀ ଘୋଷଣା କରିଛି । ନଭେମ୍ବର ୩ ତାରିଖରେ ଉପନିର୍ବାଚନ ନେଇ ମତଦାନ ହେବ ।
ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଧାମନଗରରେ ଉପନିର୍ବାଚନ ହେଉଛି ।

LEAVE A REPLY

Please enter your comment!
Please enter your name here