ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା । ରାଜମହଲ-କଳ୍ପନା ଓଭରବ୍ରିଜ୍ ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା କାର୍ ଟ୍ରଲିରେ ବିକୁଥିବା କଦଳୀ ବ୍ୟବାସାୟୀଙ୍କୁ ଧକ୍କା ଦେଇଥିଲା । ଫଳରେ କଦଳୀ ବ୍ୟବସାୟୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ପୁଲିସ ଦୁର୍ଘଟଣା ଘଟାଇଥିବା ଯୁବକ ଶାଶ୍ଵତ ମହାପାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଶାଶ୍ଵତଙ୍କ ଘର ଭୁବନେଶ୍ୱରର ସହିଦ ନଗର ଅଞ୍ଚଳର ବୋଲି ଜଣାଯାଇଛି।

LEAVE A REPLY

Please enter your comment!
Please enter your name here