ନବୀନଙ୍କ ସହ କିଏ ଶପଥ ନେବେ. ମନ୍ତ୍ରୀମଣ୍ଡଳରେ କାହାକୁ ସାମିଲ କରିବେ ନବୀନ. ମିଳିଥିବା ସୂଚନା ଅନୁଯାୟୀ ନବୀନଙ୍କ ସହ ବୁଧବାର ଦିନ ଶପଥ ଉତ୍ସବରେ ମନ୍ତ୍ରୀ ଭାବେ ଶପଥ ନେବେ ଅଶୋକ ପଣ୍ଡା, ବିକ୍ରମ ଆରୁଖ, ନିରଞ୍ଜନ ପୂଜାରୀ, ପଦ୍ମନାଭ ବେହେରା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସୁଶାନ୍ତ ସିଂହ, ଟୁକୁନି ସାହୁ, ପ୍ରତାପ ଜେନା, ସମୀର ଦାଶ, ଦିବ୍ୟଶଙ୍କର ମିଶ୍ର, ଜଗନ୍ନାଥ ସାରକା, ଜ୍ୟୋତି ପାଣିଗ୍ରାହୀ, ପଦ୍ମିନୀ ଦିଆନ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ଓ ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟ ସଚେତକ ପଦବୀ ମିଳିବ.

LEAVE A REPLY

Please enter your comment!
Please enter your name here