ପ୍ରଚଣ୍ଡ ରୌଦ୍ର ତାପରେ ଜଳିଲା ଭୁବନେଶ୍ୱର । ଚଳିତ ଗ୍ରୀଷ୍ମରେ ଭୁବନେଶ୍ୱର ପାଲଟିଲା ସର୍ବାଧିକ ଉତ୍ତପ୍ତ ସହର । ଆଜି ରାଜ୍ୟରେ ୮ଟି ସହରର ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଥିବାବେଳେ ଭୁବନେଶ୍ୱରର ତାପମାତ୍ରା ୪୩.୭ ଡିଗ୍ରୀ ସେଲସିୟସ ରହିଥିଲା । ଭୁବନେଶ୍ୱର ପଛକୁ ତାଳଚେରର ତାପମାତ୍ରା ୪୩.୩ ଡିଗ୍ରୀ ଥିବାବେଳେ ଅନୁଗଳ ୪୨.୭ ଟିଟିଲା ୪୨ ଡିଗ୍ରୀ ସେଲସିୟସ ରହିଥିଲା ।

LEAVE A REPLY

Please enter your comment!
Please enter your name here