ଝୁଣ୍ଟିପଡିଲେ କି ଛିଙ୍କିଦେଲେ ଆତ୍ମାରୁ ବାହାରେ ଗୋଟିଏ ଶଦ୍ଦ
ତା ପାଇଁ ଲୋଡା ନାହିଁ ଅନେକ ଶଦ୍ଦ
ମା’ନାଁରେ ହିଁ ସେ ପରିିଚିତ
ସବୁଠୁ ଶକ୍ତିଶାଳୀ ମା’ । ସେ ହାରିବା ଶିଖିନି କି କାହାଠୁ କିଛି ଆଶା ରଖେନି । ଘରର ଘରଣୀ, ସନ୍ତାନଙ୍କ ସୁରକ୍ଷା କବଚ, ପର ଆପଣାର ଦୁନିଆରେ ଆପଣାର ବିଶ୍ୱାସ ହେଉଛି ମା’ । ଦିନସାରା କାମ କରୁଥିଲେ ମଧ୍ୟ ସେ କେବେ ଥକି ପଡେନି । ଆଜି ମା’ ପାଇଁ ଦିନଟିଏ । ପୁରା ପରିବାର ପାଇଁ ମା’ ପାଲଟିଯାଏ ଘରର ମୁଳୁଦୁଆ । ବିଶ୍ୱ ମାତୃ ଦିବସ ଅବସରରେ ସାରା ବିଶ୍ୱ ମନେପକାଉଛି ମାର ମମତାକୁ ।

LEAVE A REPLY

Please enter your comment!
Please enter your name here