ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନ ବିରୋଧରେ ଭାରତର ଅବିଶ୍ଵସନୀୟ ବିଜୟ I ପାକିସ୍ତାନକୁ 4 ୱିକେଟରେ ହରାଇ ଭାରତ ବିଜୟୀ ହୋଇଛି । ଟସ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା I ପାକିସ୍ତାନ 20 ଓଭରରେ 8 ୱିକେଟ ହରାଇ 159 ରନ୍ କରିଥିଲା । ଭାରତ ବ୍ୟାଟିଂ କରିବାକୁ ଆସି ମାତ୍ର 31 ରନରେ 4 ଉଇକେଟ ହରାଇଥିଲା I କୋହଲିଙ୍କ ଅପରାଜିତ ଅର୍ଦ୍ଧ ଶତକ ଭାରତକୁ ମ୍ୟାଚ ଜିତିବାରେ ସାହାଯ୍ୟ କରିଥିଲା I ବିରାଟ କୋହଲି 53ବଲରେ 82 ରନ କରିଥିବା ବେଳେ ହାର୍ଦିକ ପାଣ୍ଡ୍ୟା 37 ଟି ବଲରେ 40 ରନ କରିଥିଲେ I

ଦୀପାବଳି ପୂର୍ବରୁ ପାକିସ୍ତାନ ବିରୋଧରେ ଭାରତର ବିଜୟକୁ ବାଣ ଫୁଟେଇ ବିଜୟ ଉତ୍ସବ ପାଳନ କରିଛନ୍ତି I

LEAVE A REPLY

Please enter your comment!
Please enter your name here