ଓଡିଶାର ଦୁଇଜଣ ଜିଲ୍ଲାପାଳ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ବିବାହ କରିବେ । ଗତକାଲି ଉଭୟଙ୍କର ନିର୍ବନ୍ଧ ସରିଛି ।

ଦୁଇ ଜିଲ୍ଲାପାଳଙ୍କର ଏହା ହେଉଛି ଦ୍ବିତୀୟ ବିବାହ । ପୂର୍ବରୁ ଅନନ୍ୟା ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତରଙ୍କୁ ବିବାହ କରିଥିଲେ । ସେହିପରି ବର୍ତ୍ତମାନର ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ କାଣା ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ବିବାହ କରିଥିଲେ । ତେବେ ଉଭୟ ଅନନ୍ୟା ଓ ଚଞ୍ଚଳ ସେମାନଙ୍କର ପୂର୍ବ ବିବାହିତ ଆଇଏଏସ ପାର୍ଟନରଙ୍କୁ ଛାଡପତ୍ର ଦେଇସାରିଛନ୍ତି । ଅର୍ଥାତ ଦୁଇ ଜିଲ୍ଲାପାଳଙ୍କୁ ଛାଡପତ୍ର ଦେଇ ପୁଣିଥରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଦୁଇ ଜିଲ୍ଲାପାଳ ।

LEAVE A REPLY

Please enter your comment!
Please enter your name here