କେଉଁ ପ୍ରାର୍ଥୀ କେତେ ଧନୀ. କେଉଁ ଦଳ ପାଖରେ ରହିଛନ୍ତି କେତେ ଧନୀ ପ୍ରାର୍ଥୀ. ସେହିପରି ଅପରାଧିକ ମାମଲା ଥିବା ପ୍ରାର୍ଥୀ ତାଲିକାରେ କେଉଁ ଦଳର କେତେ ପ୍ରାର୍ଥୀ ରହିଛନ୍ତି. 1121 ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ବିସ୍ତୃତ ତଥ୍ୟ ପ୍ରକାଶ କରିଛି ଇଲେକ୍ସନ ଓାଚ ଓ ଏଡିଆର.

ପ୍ରାର୍ଥୀଙ୍କ ସଂପତ୍ତି ଓ ଅପରାଧ ସଂପର୍କରେ ସୂଚନା

ତଥ୍ୟ ପ୍ରକାଶ କଲା ଇଲେକ୍ସନ ଓ୍ବାଚ୍

3 ବିଧାୟକ ପ୍ରାର୍ଥୀ ସବୁଠୁ ଧନୀ

କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତି ସବୁଠୁ ଧନୀ ପ୍ରାର୍ଥୀ

ବବିଙ୍କ ସଂପତ୍ତି 106 କୋଟି

ନବୀନଙ୍କ ସଂପତ୍ତି 63.87 କୋଟି

ନିରଞ୍ଜନ ପଟ୍ଟନାୟକ ତୃତୀୟ ଧନୀ

ନିରଞ୍ଜନଙ୍କ ସଂପତ୍ତି ମୂଲ୍ୟ 60.34 କୋଟି

କୋଟିପତି ତାଲିକାରେ 304 ପ୍ରାର୍ଥୀ

ବିଜେଡିର 97 ପ୍ରାର୍ଥୀ କୋଟିପତି

କଂଗ୍ରେସର 73 ପ୍ରାର୍ଥୀ କୋଟିପତି

ବିଜେପିର 75 ପ୍ରାର୍ଥୀ କୋଟିପତି

334 ଜଣଙ୍କ ନାଁରେ ଅପରାଧିକ ମାମଲା

9 ଜଣ ପ୍ରାର୍ଥୀକ ନାଁରେ ହତ୍ୟା ମାମଲା

63 ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା

257 ପ୍ରାର୍ଥୀଙ୍କ ନାଁରେ ହତ୍ୟା ଓ ଅପହରଣ ଭଳି ସଙ୍ଗୀନ ମାମଲା

ଅପରାଧ ମାମଲାରେ 7 ପ୍ରାର୍ଥୀ ଦୋଷୀ ସାବ୍ୟସ୍ତ

ଅପରାଧିକ ମାମଲା ଥିବା ପ୍ରାର୍ଥୀ ତାଲିକାରେ ବିଜେପି ଶୀର୍ଷରେ

ବିଜେପିର ସର୍ବାଧିକ 86 ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧ ମାମଲା

ଦ୍ବିତୀୟ ସ୍ଥାନରେ ରହିଛି କଂଗ୍ରେସ

କଂଗ୍ରେସର 64 ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା

ବିଜେଡିର 58 ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା

LEAVE A REPLY

Please enter your comment!
Please enter your name here