ହାଇକୋର୍ଟରେ କୋଟିଆ ପ୍ରସଙ୍ଗକୁ ନେଇ ଜନସ୍ବାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି । କୋଟିଆ ପଞ୍ଚାୟତର ତିନୋଟି ଗାଁରେ ଆନ୍ଧ୍ରପ୍ରଦେଶ କରୁଥିବା ପଂଚାୟତ ନିର୍ବାଚନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ପରିଷଦ ପକ୍ଷରୁ ଅଫିଲ କରାଯାଇଛି । ରାଜସ୍ବ ଓ ଗୃହ ବିଭାଗ ସଚିବଙ୍କ ସମେତ ତିନୋଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି । ରାଜ୍ୟର ସୀମା ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here