ସାମୟିକ ଭାବେ ବନ୍ଦ ହେଲା ଘରୋଇ ସନ ହସ୍ପିଟାଲ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସାମୟିକ ବନ୍ଦ ହୋଇଛି ସନ୍ ହସ୍ପିଟାଲ । ଅଗ୍ନିକାଣ୍ଡ ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୋ କଜ୍ ନୋଟିସ ହୋଇଥିଲା । ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସାମୟିକ ବନ୍ଦ କଲା ପ୍ରଶାସନ । ସାମୟିକ ବନ୍ଦ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here